Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

‘ମିଶନ ବର୍ଡ଼ର’ ଆଜି ଜାମ୍ମୁ କାଶ୍ମୀର ସିୟାଚୀନ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

3/06/2019 at 12:58 PM

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଜାମ୍ମୁ କାଶ୍ମୀର ସିୟାଚୀନ ଗ୍ଲେସିୟର ପହଞ୍ଚିଛନ୍ତି । ସେ ଅଧିକାରୀଙ୍କୁ ସାକ୍ଷାତ କରିବେ ଏବଂ ବର୍ଡରରେ ପ୍ରସ୍ତୁତି ଯାଞ୍ଚ କରିବେ । ସିୟାଚୀନ ଗସ୍ତ ପରେ ରାଜନାଥ ସିଂହ ଶ୍ରୀନଗର ଯିବେ । ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ବିପିନ ରାୱତ ମଧ୍ୟ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂହଙ୍କର ଏହା ପ୍ରଥମ ସିୟାଚୀନ ଗସ୍ତ ।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ନିରୋଧକ ଅଭିଯାନର ପ୍ରସ୍ତୁତି ସହ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିବେ ।

ସିୟାଚୀନକୁ ଦୁନିଆର ସବୁଠାରୁ ଭୟଙ୍କର ଯୁଦ୍ଧକ୍ଷେତ୍ର ବୋସି କୁହାଯାଏ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ଫିଲ୍ଡ କମାଣ୍ଡର ଓ ଜବାନଙ୍କ ସହ ଆଲୋଚନା କରିବେ ।

କୋରାକାଋମ ରେଞ୍ଜରେ ଥିବା ସିୟାଚୀନ ଗ୍ଲେସିୟର ଦୁନିଆର ସର୍ବୋଚ୍ଚ ସୈନ୍ୟ କ୍ଷେତ୍ର । ଏଠାରେ ଜବାନଙ୍କୁ ଅତ୍ୟଧିକ ଥଣ୍ଡା ପବନ ଓ ଶୀତ ସହ ଲଢି ଦେଶର ସୁରକ୍ଷା କରିବାକୁ ପଡିଥାଏ । ଏଠାରେ ତାପମାତ୍ରା ଶୂନରୁ ୬୦ ଡିଗ୍ରି ତଳକୁ ରହେ ।  

   Related Posts