ତୀର ମାଡରେ ସମ୍ବର ଆହତ

Published By : Prameya-News7 Bureau | December 02, 2019 IST

ବାରିପଦା ୦୨।୧୨:  ତୀର ମାଡରେ ସମ୍ବର ଆହତ । ବାରିପଦା ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଲିଜୋଡ ନିକଟ ଏକ ବିଦ୍ୟାଳୟ ନିକଟରେ ଏକ ସମ୍ବରକୁ ଦେଖିବାକୁ ମିଳିଛି । କୌଣସି କାରଣରୁ ଜଙ୍ଗଲରୁ ଜନବସତି ଆଡକୁ ସମ୍ବର ପଶିଆସିଛି । ତେବେ ସମ୍ବରଟି ଗାଁ ଭିତରକୁ ପଶିବା ଦେଖି କେହି ଦୁର୍ବୃତ୍ତ ତୀର ମାଡ କରିଛନ୍ତି । ତୀର ମାଡରେ ସମ୍ବରଟି ଆହତ ଅବସ୍ଥାରେ ନିକଟସ୍ଥ ପୋଖରୀରେ ପଶିଯାଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.