Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଦୀପିକାଙ୍କ ବଡିଗାର୍ଡ଼ଙ୍କ ଦରମା କେତେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

10/06/2020 at 3:28 PM

ମୁମ୍ବାଇ ୧୦/୬: ଆଜିକାଲି କିଛି ବଲିଉଡ ସେଲିବ୍ରିଟି ଭିଡ଼ରୁ ରକ୍ଷା ପାଇବା ଲାଗି ବଡିଗାର୍ଡ଼ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ରଖୁଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ ସେମାନଙ୍କ ମଧ୍ୟରୁ ଜଣେ। ଦୀପିକାଙ୍କର ବଡିଗାର୍ଡ଼ ଦୀର୍ଘ ବର୍ଷ ହେଲା ତାଙ୍କ ସହ ଅଛନ୍ତି। ତାଙ୍କର ନାମ ହେଲା ଜଲାଲ।

ତେବେ ତାଙ୍କର ଦରମା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ୨୦୧୭ମସିହାରେ ଦୀପିକା ଜଲାଲଙ୍କୁ ବର୍ଷକୁ ୮୦ଲକ୍ଷ ଟଙ୍କା ଦରମା ଦେଉଥିଲେ। ଅର୍ଥାତ୍ ତାଙ୍କୁ ମାସକୁ ୬.୬ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମିଳୁଥିଲା। ସେ ହିସାବରେ ଦେଖିଲେ ବର୍ତ୍ତମାନ ଜଲାଲଙ୍କ ଦରମା ବାର୍ଷିକ ୧କୋଟି ଛୁଇଁଥିବ ବୋଲି ଆକଳନ କରାଯାଉଛି।

ଅନ୍ୟପଟେ ଦୀପିକା ତାଙ୍କୁ ନିଜର ଭାଇ ବୋଲି ମାନିଥାନ୍ତି। ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ସେମାନଙ୍କର ସମ୍ପର୍କ ଏଭଳି ଯେ ଇଟାଲୀ​‌ରେ ଅନୁଷ୍ଠିତ ହୋଇଥିବା ଦୀପିକା-ରଣବୀରଙ୍କ ବିବାହ ଉତ୍ସବରେ ଜଲାଲ କନ୍ୟାପକ୍ଷରୁ ସେଠାରେ ଉପସ୍ଥିତ ଥିଲେ।

ଜଲାଲଙ୍କର ମଧ୍ୟ ନିଜର ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରହିଛି। ଦୀପିକାଙ୍କ ଫ୍ୟାନକ୍ଲବର ସଦସ୍ୟମାନେ ସୋସିଆଲ୍ ମିଡିଆରେ ତାଙ୍କୁ ଫଲୋ କରିଥାନ୍ତି।

   Related Posts