Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦୀପିକା ପାଦୁକୋନଙ୍କ ଆଖି ଦେଖି ମତୁଆଲା ହେଲେ ଟ୍ରୋଲର, ଅଭିନେତ୍ରୀଙ୍କୁ “ଶରାବୀ” କହିଲେ ଦର୍ଶକ

29/09/2019 at 4:54 PM

ମୁମ୍ବାଇ୨୯|୯: ଗତ କାଲି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ରଣବୀର ନିଜର ଖାସ ସାଙ୍ଗସାଥିଙ୍କ ପାଇଁ ଗୋଟେ ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ ତାଙ୍କ ବଲିଉଡ ଫ୍ରେଣ୍ଡ ମାନେ ମଧ୍ୟ ସାମିଲ ଥିଲେ।

ପାର୍ଟିରେ ରଣବୀରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଦୀପିକା ପୋଦୁକୋନଙ୍କ ବ୍ୟତୀତ କରନ ଜୋହର, ଶାହରୁଖ ଖାନ, ଆମୀର ଖାନ, ଅନୁରାଗ ବାସୁ, ଜୋୟା ଅଖତର, ପ୍ରିତମ, ଆଦିତ୍ୟ ରୋଏ କପୁର ଭଳି ଷ୍ଟାର ନଜର ଆସିଥିଲେ।

ତେବେ ଦୀପିକାଙ୍କର ଏହି ପାର୍ଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଏହି ଫଟୋ ଯୋଗୁଁ ସୋ ଖୁବ ଟ୍ରୋଲ ହୋଇଛନ୍ତି। କାରଣ ଭାଇରାଲ ହୋଇଥିବା ଫଟୋରେ ତାଙ୍କ ମତୁଆଲା ଆଖି ସ୍ପଷ୍ଟ ଭାବେ ଜଣାପଡିଛି।

ଏହି ଫଟୋରେ ଦୀପିକା ଖୁବ ସୁନ୍ଦର ଦେଖାଯାଉଛନ୍ତି। ସେ କଳା ରଂଗର ଡ୍ରେସ ପିନ୍ଧିଥିଲେ। ଫଟୋରେ ସେ ନିଶାରେ ଥିବା ବଳିା ଲାଗୁଛନ୍ତି। ଯେଉଁଥିପାଇଁ ତାଙ୍କର ଟ୍ରୋଲ କରାଯାଉଛି। ଜଣେ ୟୁଜର ଲେଖିଛନ୍ତି “ଫୁଲ ଶରାବି”।

କିଛି ଦିନ ମଧ୍ୟରେ ଦୀପିକାଙ୍କ ଫିଲ୍ମ ଛପାକର ଶୁଟିଂ ସରିବାକୁ ଯାଉଛି। ଏହି ଫିଲ୍ମରେ ସେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଦୀପିକା ସ୍ପୋର୍ଟ୍‌ସ ଡ୍ରାମା ଫଲ୍ମ ୮୩ରେ ନଜର ଆସିବେ।

   Related Posts