Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସଞ୍ଜୟ ଲୀଳା ଭନସାଲିଙ୍କ ‘ଗଙ୍ଗୁବାଇ କାଠିଆୱାଡି’ ସେଟରେ ଦୀପିକା

23/12/2020 at 4:47 PM

ମୁମ୍ବାଇ ୨୩/୧୨ : ୨୦୧୫ ଡିସେମ୍ବର ୧୮ ତାରିଖ, ଦୀପିକା ପାଦୁକୋନ ସଞ୍ଜୟ ଲୀଳା ଭନସାଲିଙ୍କ ଫିଲ୍ମ ବାଜିରାଓ ମସ୍ତାନୀରେ ଅଦ୍ଭୂତପୂର୍ବ ଅଭିନୟରେ ଦର୍ଶକଙ୍କ ମନ ଜିତିଥିଲେ। ନିଜ ନିର୍ଦ୍ଦେଶକଙ୍କ ସହ ଖୁସି ମନାଇବାକୁ, କିଛି ଭଲ ସମୟ ବିତାଇବାକୁ, କିଛି ପୁରୁଣା ସ୍ମୃତିକୁ ମନେପକୀ ଦୀପିକା ଫିଲ୍ମ ସିଟିରେ ସଞ୍ଜୟ ଲୀଳା ଭନସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ସେଟକୁ ଯାଇଥିଲେ।

ପ୍ରଡକ୍ସନ ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ ଦୀପିକା ୩-୪ ଘଣ୍ଟ ଯାଏଁ ସେଟରେ ଥିଲେ।ସଞ୍ଜୟ ଲୀଳା ଭନସାଲି ଓ ଦୀପିକା ଏକାସଙ୍ଗେ ସମୟ ବିତାଇଥିଲେ। ଦୁହେଁ ମିଶି ଦକ୍ଷିଣ ଭାରତୀୟ ଭୋଜନର ମଜା ମଧ୍ୟ ନେଇଥିଲେ। ତାଛଡା ଫିଲ୍ମ ସୁଟିଂକୁ ନେଇ କିଛି ସ୍ମୃତି ମନେପକାଇଥିଲେ।

ଦୀପିକା ସଞ୍ଜୟ ଲୀଳା ଭନସାଲିଙ୍କ ସହ ୩ଟି ଫିଲ୍ମ କରିଛନ୍ତି। ଏହି ୩ଟି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି ଏବଂ ଦର୍ଶକ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।

   Related Posts