Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଟୋକିଓ ଅଲିମ୍ପିକ୍ସ ୨୦୨୦ : ପଦକ ଦିଗରେ ଆଗକୁ ବଢିଲେ ଦୀପିକା କୁମାରୀ, କ୍ୱାର୍ଟର ଫାଇନାଲରେ ପହଁଚିଲେ

30/07/2021 at 7:36 AM

ଟୋକିଓ, ୩୦|୦୭: ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ । ସେ ପ୍ରଥମ ଭାରତୀୟ  ତୀରନ୍ଦାଜ ଭାବେ ଅଲିମ୍ପିକ୍ସ କ୍ୱାର୍ଟରରେ ସ୍ଥାନ ପାଇଛନ୍ତି । ଏହାସହ ପଦକ ପାଇବା ଦିଗରେ ଆଉ ପାଡେ ବଢିଛନ୍ତି ।

ଅଲିମ୍ପିକ୍ସର ଅଷ୍ଟମ ଦିନରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉତୀନ୍ନ ହୋଇଛନ୍ତି । ସେ ଋଷିଆର ସେନିଆ ପୋରୋଭାଙ୍କୁ ହରାଇଥିଲେ ।  ତେବେ ଶୁକ୍ରବାର ଦିନ ୧୧ଟା ୩୦ରେ କ୍ୱାର୍ଟର ଫାଇନାଲର ମୁକାବିଲା ଖେଳାଯିବ ।

   Related Posts