Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବୁମରାହଠୁ ମଧ୍ୟ ଚମତ୍କାର ବୋଲର ଅଛନ୍ତି ଭାରତ ଟିମରେ : ଖୁବ୍ ଶୀଘ୍ର ଫେରି ପାରନ୍ତି ଭାରତୀୟ ଟିମରେ

6/07/2019 at 2:01 PM

ନୂଆଦିଲ୍ଲୀ ୬/୭: ଭାରତୀୟ କ୍ରିକେଟ ଟିମ୍ ପାଖରେ ଏକ ଏପରି ଚମତ୍କାର ଦ୍ରୃତ ବୋଲର ଅଛନ୍ତି ଯିଏ ଭାରତୀୟ କ୍ରିକେଟ ଟିମର ବୋଲର ଜସପ୍ରୀତ ବୁମରାହଙ୍କଠୁ ମଧ୍ୟ ଚମତ୍କାର ବୋଲିଂ କରନ୍ତି। କିନ୍ତୁ ଏବେ ଯାଏଁ ଏହି ଯୁବ ଖେଳାଳୀଙ୍କୁ ଭାରତୀୟ କ୍ରିକେଟ ଟିମରେ ମାତ୍ର ଗୋଟିଏ ଓ୍ବାନଡେ ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି। ତେବେ ଆସନ୍ତୁ ଜାଣିବା ଏହି କ୍ରିକେଟ ଖେଳାଳି କିଏ?

ଆମେ ଯେଉଁ ଚମତ୍କାର ଖେଳାଳିଙ୍କ ବିଷୟରେ କହୁଛୁ ତାଙ୍କ ନାଁ ଦୀପକ ଚାହର। ସେ ଆଇପିଏଲ୍ ସିଜନ୍ -୧୨ରେ ସିଏସକେ ଟିମ୍ ତରଫରୁ ଚମତ୍କାର ବୋଲିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ୨୦୧୯ ଆଇପିଏଲର ୧୭ଟି ମ୍ୟାଚରେ ୨୧.୯୧ ଆଭେରେଜରେ ୨୨ଓ୍ବିକେଟ୍ ନେଇଥିଲେ।

ଦୀପକ ଚାହର ଖୁବ୍ କମ୍ ମ୍ୟାଚ୍ ଖେଳିଛନ୍ତି। ସେ ଭାରତୀୟ କ୍ରିକେଟ ଟିମ୍ ପାଇଁ କେବଳ ଗୋଟିଏ ଟି-୨୦ ଏବଂ ଓ୍ବାନଡେ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି।

   Related Posts