କେନାଲର ଭାସୁଛି ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ

Published By : Prameya-News7 Bureau | October 20, 2021 IST

ଜଗତସିଂହପୁର ୨୦/୧୦: ଜଗତସିଂହପୁର ମାଛଗାଁ କେନାଲରେ ଭାଷୁଛି ଗଳିତ ମୃତଦେହ । ମୃତଦେହ ସହ ଏକ ବାଇକ ମଧ୍ୟ କେନାଲରେ ପଡିଥିବା ଦେଖିବାକୁ ମିଳିଛି । ଭାସୁଥିବା ମୃତଦେହଟି ବଡବାଗ ଗାଁ ରାମଚନ୍ଦ୍ରଙ୍କ ହୋଇଥିବା ଅନୁମାନ କରାଯାଉଛି ।

ଗତ କିଛିଦିନ ରାମଚନ୍ଦ୍ର ସାହୁ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଭୋଜି କରିବାକୁ ଯାଇ ୩ ଦିନ ହେଲା ନିଖୋଜ ଥିଲେ ରାମଚନ୍ଦ୍ର । ସୂଚନା ପାଇ ସଦର ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ଘଟଣାରେ ୩ ଅଭିଯୁକ୍ତ ଅଟକ ରଖାଯାଇଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ ସ୍ପଷ୍ଟ ହୋଇନି ।ପ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.