Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମିଳିଲା ନିଖୋଜ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତଦେହ, ମହାନଦୀକୁ ଡେଇଁ ନିଖୋଜ ଥିଲେ ଦେବାଶିଷ ଦାସ

27/09/2021 at 2:35 PM

କଟକ ୨୭।୦୯: ମହାନଦୀ ବ୍ରିଜ୍‌ରୁ ଲ୍ୟାବ୍‌ ଆସିଷ୍ଟାଣ୍ଟ ଡେଇଁ ନିଖୋଜ ଘଟଣା । ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ରଘୁନାଥପୁର ନିକଟରୁ ଠାବ ହୋଇଛି ଦେବାଶିଷ ଦାସଙ୍କ ମୃତଦେହ । ସେ ଭୁବନେଶ୍ୱର ବିଜେବି କଲେଜରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଖବର ଅନୁଯାୟୀ, ରବିବାର ଦିନ କଟକ ମହାନଦୀ ବ୍ରିଜ୍‌ ନିକଟରେ ବିଜେବି କଲେଜର ଲ୍ୟାବ୍‌ ଆସିଷ୍ଟାଣ୍ଟ ଦେବାଶିଷ ଦାସ ନଦୀକୁ ଡେଇଁପଡିଥିଲେ । ଏହାପର ଠାରୁ ଆଜି ଯାଏଁ ନିଖୋଜ ଥିଲେ ଦେବାଶିଷ । ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମବାର ଦିନ ରଘୁନାଥପୁର ନିକଟରୁ ଦେବାଶିଷ ଦାସଙ୍କ ମୃତଦେହକୁ ଠାବ କରାଯାଇଛି । ସେପଟେ କଣ ପାଇଁ ଦେବାଶିଷ ମହାନଦୀକୁ ଡେଇଁପଡିଥିଲେ । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

   Related Posts