ରାଜଧାନୀ ଶସ୍ୟମଣ୍ଡିର ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି , ଫସିରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ ୦୮।୧୨ : ନୂଆଦିଲ୍ଲୀର  ରାଣୀ ଝାନ୍ସି ରୋଡରେ ଶସ୍ୟ ମଣ୍ଡିରେ ଭୀଷଣ ଅଗ୍ନିକାଣ୍ଡ ଘଟଣା । ଅଗିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ମଣ୍ଡି ଭିତରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୨୫ରୁ ଅଧିକ ଦମକଳଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି ।

wp:core-embed/twitter {"url":"https://twitter.com/ANI/status/1203536348503654401","type":"rich","providerNameSlug":"twitter","className":""}
https://twitter.com/ANI/status/1203536348503654401
/wp:core-embed/twitter

ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଛନ୍ତି ।

wp:core-embed/twitter {"url":"https://twitter.com/narendramodi/status/1203535158101467136","type":"rich","providerNameSlug":"twitter","className":""}
https://twitter.com/narendramodi/status/1203535158101467136
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.