ମୋଦି ସରକାରଙ୍କ କେତେକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ପୋକସୋ ଆକ୍ଟରେ ମୃତ୍ୟୁ ଦଣ୍ଡକୁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | December 28, 2018 IST

ଦିଲ୍ଲୀ ୨୮/୧୨ : କେନ୍ଦ୍ରୀୟ କ୍ୟାବିନେଟ ଆଜି କେତେକେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରିଛି | ପୋକସୋ ଆକ୍ଟରେ ମୃତ୍ୟୁ ଦଣ୍ଡକୁକୁ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି | ୧୨ ବର୍ଷରୁ କମ ବୟସ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ମୃତ୍ୟୁ ଦଣ୍ଡ ବିଧାନ ପାଇଁ ଆଜି କ୍ୟାବିନେଟ ମଞ୍ଜୁରୀ ଦେଇଛି | କେନ୍ଦ୍ରମନ୍ତ୍ରୀ ରବି ଶଙ୍କର କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.