Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା
  • ||
  • ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ
  • ||
  • ସୁବର୍ଣ୍ଣପୁର : ରାସ୍ତା କଡରେ ପଡି କାନ୍ଦୁଥିଲା ନବଜାତ ଶିଶୁ, ଉଦ୍ଧାର କଲେ ଦମ୍ପତ୍ତି
  • ||
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବିଜେଡି ନେତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ

7/06/2018 at 7:00 AM

ବିଜେଡି ନେତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ । ଭଦ୍ରକ ବାସୁଦେବପୁର ବ୍ଲକର ପୂର୍ବତନ ବିଜେଡି ସଭାପତି ସୁଭାଷ ଚନ୍ଦ୍ର ବାରିକଙ୍କ ମୃତ୍ୟୁ କୁ ନେଇ ଉଠିଛି ପ୍ରଶ୍ନ । ସୁଭାଷଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ , ଆତ୍ମହତ୍ୟା ଜନୀତ । ଏଭଳି କିଛି ସୁରାକ୍ ମିଳିଛି । ଗାଧୁଆ ଘରେ ଆତ୍ମତ୍ୟା କରିଛନ୍ତି ସୁଭାଷ । ତେବେ କାହିଁକି ସୁଭାଷଙ୍କ ମୃତ୍ୟୁକୁ ସ୍ବଭାବିକ ଦର୍ଶାଯାଇଥିଲା ? କେଉଁ ପରିସ୍ଥିତିରେ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଇଥିଲେ ସୁଭାଷ ? ମୃତ୍ୟୁ ସମୟରେ ବ୍ଲକ ବିଜେଡି ସଭାପତି ପଦରେ ଥିବା ସୁଭାଷଙ୍କ ଚରମ ନିଷ୍ପତ୍ତି ପଛରେ ଆଉ କିଏ ? ସୁଭାଷ କୁଆଡେ ଚାପରେ ଥିଲେ । କି ଚାପ ତାଙ୍କୁ ବିଚଳିତ କଲା ? କାହିଁକି ମାନସିକ ଭାରସାମ୍ୟ ହରାଇ ଏପରି କଲେ ସୁଭାଷ ? ତାଙ୍କ ଅପମୃତ୍ୟୁକୁ କାହିଁକି ଆଉ କାହା ଚାପରେ ସ୍ବାଭାବିକ ମୃତ୍ୟୁ ବୋଲି କୁହାଗଲା ? ଏହାକୁ ନେଇ ଏବେ ବାସୁଦେବପୁରରେ କେବଳ ଚାପା ଗୁଞ୍ଜରଣ ନୁହେଁ, ଆଲୋଚନା ବି ସଜୋର ।

Leave a Reply

   Related Posts