Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ନ୍ୟାୟ ଦାବିରେ ଧାରଣାରେ ବସିଲେ ପରିବାର ଲୋକେ

3/01/2020 at 10:22 PM

ବାଲେଶ୍ବର୩/୧: ନିଖୋଜ ନାବାଳିକାର ମୃତଦେହ ମିଳିବା ପରେ ଉତ୍ତେଜନା।  ବାଲେଶ୍ବର ଗୋପାଳପୁର ଫାଣ୍ଡି ସମ୍ମୁଖରେ ମୃତଦେହ  ରଖି ନ୍ୟାୟ ପାଇଁ ଗାଁ ଲୋକେ ଅଡ଼ି ରହିଛନ୍ତି।   ନଭେମ୍ବର ମାସରୁ ନାବାଳିକା ନିଖୋଜ ଥିଲା।  ନାବାଳିକାକୁ ସ୍ଥାନୀୟ ନୂଆପୁର ଗ୍ରାମର ଯୁବକ ବଟକୃଷ୍ଣ ମହାପାତ୍ର ଅପହରଣ କରିନେଇଥିବା  ଅଭିଯୋଗ ହୋଇଥିଲା।  ଆଜି ନାବାଳିକା ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଘର ଲୋକେ ଖବର ପାଇଥିଲେ।  ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ସେଠାରୁ ନାବାଳିକାର ମୃତଦେହ ଦେଖିଥିଲେ।  ସନ୍ଧ୍ୟାରେ ନାବାଳିକାଙ୍କ ପରିବାର  ଫାଣ୍ଡି ସମ୍ମୁଖରେ ମୃତଦେହ ରଖି ନ୍ୟାୟ ପାଇଁ ଦାବି କରୁଛନ୍ତି।

   Related Posts