Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର : ୫ ପ୍ରତିଶତ ବଢ଼ିଲା ଡିଏ

12/03/2020 at 10:42 PM

ଭୁବନେଶ୍ବର୧୨/୩: ରାଜ୍ୟ ପେନସନ୍  ଭୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଖୁସୀ ଖବର । ରାଜ୍ୟ ସରକାର   ୫ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି । 

ପେନସନ ଭୋଗୀ ମାନେ ପୂର୍ବରୁ ୧୨ପ୍ରତିଶତ ଡିଏ ପାଉଥିବାବେଳେ ଏହା  ୧୭ପ୍ରତିଶତ ହୋଇଛି ।  ପିଛିଲା ଭାବେ ୨୦୧୯ ଜୁଲାଇରୁ  ପହିଲାରୁ ଏହା ଲାଗୁ  ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

   Related Posts