ବଢିଲା ଚାଷୀ ପଞ୍ଜୀକରଣ ଅବଧି, ଆସନ୍ତା ୧୭ ଯାଏଁ କରିପାରିବେ ପଞ୍ଜୀକରଣ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର ୧୦।୯: ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି । ଚାଷୀ ପଞ୍ଜିକରଣ ସମୟ ସୀମା ସାତ ଦିନ ବଢିଛି। ଖରିଫ ଋତୁରେ ଧାନ ସଂଗ୍ରହ ନେଇ ବଢିଛି ପଞ୍ଜିକରଣ ଅବଧି । ସେପ୍ଟେମ୍ବର ୧୭ ଯାଏଁ ଏହି ପଞ୍ଜୀକରଣ ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆଜି ଥିଲା ପଞ୍ଜୀକରଣର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ପଞ୍ଜୀକରଣ କରିସାରିଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.