Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଋଷିକୂଲ୍ୟା ନଦୀରୁ ନାବଳିକାଙ୍କ ମୃତଦେହ ଉଦ୍ଧାର : ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଭାସିଯାଇଥିଲେ

26/08/2019 at 11:01 AM

 ସାନଖେମୁଣ୍ଡି ୨୬/୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ  ଋଷିକୂଲ୍ୟା ନଦୀର ଗିରିଆ ମଶାଣୀ ତୁଠରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଗତକାଲି ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଗଞ୍ଜାମ ହିଞ୍ଜିଳି ଥାନା କାଞ୍ଜିଆମା ଗାଁର ସିଲି ବେହେରା ଭାସି ଯାଇ ନିଖୋଜ ଥିଲେ। ଏହି ମୃତଦେହ ସିଲିଙ୍କର ବୋଲି ଚିହ୍ନଟ ହୋଇଛି।

   Related Posts