ଋଷିକୂଲ୍ୟା ନଦୀରୁ ନାବଳିକାଙ୍କ ମୃତଦେହ ଉଦ୍ଧାର : ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଭାସିଯାଇଥିଲେ

Published By : Prameya-News7 Bureau | August 26, 2019 IST

 ସାନଖେମୁଣ୍ଡି ୨୬/୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ  ଋଷିକୂଲ୍ୟା ନଦୀର ଗିରିଆ ମଶାଣୀ ତୁଠରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି।

{"id":149026}

ଗତକାଲି ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଗଞ୍ଜାମ ହିଞ୍ଜିଳି ଥାନା କାଞ୍ଜିଆମା ଗାଁର ସିଲି ବେହେରା ଭାସି ଯାଇ ନିଖୋଜ ଥିଲେ। ଏହି ମୃତଦେହ ସିଲିଙ୍କର ବୋଲି ଚିହ୍ନଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.