Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||

ସନ୍ଦେହଜନକ ଅବସ୍ଥାରେ ପାଇଖାନା ଟାଙ୍କି ଉପରୁ ୧୭ବର୍ଷ ଝିଅର ମୃତ ଦେହ ଉଦ୍ଧାର

12/08/2019 at 1:24 PM

ଜଗତସିଂହପୁର ୧୨|୮: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ପଞ୍ଚାୟତ ଅସିଆ ଗ୍ରାମରେ ଜଣେ୧୭ବର୍ଷ ବୟସ୍କ ନାବାଳିକାଙ୍କ  ମୃତ ଦେହ ଘର ପଛ ପଟ ପାଇଖାନା ଟାଙ୍କି ଉପରୁ ଉଦ୍ଧାର କରାଯାଇଛି । 

ମୃତ  ନାବାଳିକା ଅସିଆ ଗ୍ରାମର ଚିତରଂଜନ ରାଉତଙ୍କ ଝିଅ କୁନି ରାଉତ, । କୁନି ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ମୃତ୍ୟୁର ସଠିକ କାରଣ ଜଣା ପଡ଼ିନାହିଁ। ଘଟଣା ସ୍ଥଳରେ  ଏରସମା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି ।

ଖବରନେବାରେ ଜଣାପଡିଛି ଯେ, ମୃତ କୁନି ନିଜ ମାଙ୍କ ସହ ଭୁବନେଶ୍ହରରେ ରହୁଥେଲ । ଅଳ୍ପଦିନ ହେଲା ଗାଁରେ ରହୁଥିବା ବାପାଙ୍କ ପାଖକୁ ଆସିଥିଲେ ।

   Related Posts