ସନ୍ଦେହଜନକ ଅବସ୍ଥାରେ ପାଇଖାନା ଟାଙ୍କି ଉପରୁ ୧୭ବର୍ଷ ଝିଅର ମୃତ ଦେହ ଉଦ୍ଧାର
12/08/2019 at 1:24 PM

ଜଗତସିଂହପୁର ୧୨|୮: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ପଞ୍ଚାୟତ ଅସିଆ ଗ୍ରାମରେ ଜଣେ୧୭ବର୍ଷ ବୟସ୍କ ନାବାଳିକାଙ୍କ ମୃତ ଦେହ ଘର ପଛ ପଟ ପାଇଖାନା ଟାଙ୍କି ଉପରୁ ଉଦ୍ଧାର କରାଯାଇଛି ।

ମୃତ ନାବାଳିକା ଅସିଆ ଗ୍ରାମର ଚିତରଂଜନ ରାଉତଙ୍କ ଝିଅ କୁନି ରାଉତ, । କୁନି ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ମୃତ୍ୟୁର ସଠିକ କାରଣ ଜଣା ପଡ଼ିନାହିଁ। ଘଟଣା ସ୍ଥଳରେ ଏରସମା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି ।

ଖବରନେବାରେ ଜଣାପଡିଛି ଯେ, ମୃତ କୁନି ନିଜ ମାଙ୍କ ସହ ଭୁବନେଶ୍ହରରେ ରହୁଥେଲ । ଅଳ୍ପଦିନ ହେଲା ଗାଁରେ ରହୁଥିବା ବାପାଙ୍କ ପାଖକୁ ଆସିଥିଲେ ।
Related Posts
୫ କ୍ଵିଣ୍ଟାଲର ହ୍ୱେଲ ସାର୍କ ମୃତ, ୩ଦିନ ତଳେ ପଡିଥିଲା ଜାଲରେ
7 March 2021
ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
7 March 2021