Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୋଲ ତଳେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଆରମ୍ଭ

16/12/2019 at 10:42 AM

କଳାହାଣ୍ଡି ୧୬/୧୨: ବ୍ୟକ୍ତି ଗତକାଲି ଘରକୁ ଫେରିନଥିଲେ। । ଆଜି ତାଙ୍କ ମୃତଦେହ ବଙ୍ଗୋମୁଣ୍ଡା ୫୯ ନମ୍ବର ଜାତୀୟ ରାଜପଥର ଫୁଗୁଡା ଛକର ଏକ ପୋଲ ତଳେ ପଡିଥିବା ଦେଖାଯାଇଛି ।

ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ । ପୋଲ ତଳେ ପଡିଥିବା ମୃତକ ହେଲେ ବଙ୍ଗୋମୁଣ୍ଡା ଜୋରପଡା ଗାଁର ଖୁଜାନ୍ତି ଛତ୍ରିଆ।  ପୋଲରୁ ପଡି ନାଁ ଆଉ କିଛି କାରଣ ପାଇଁ ତାଙ୍କ ମୃତ୍ୟୁ ଘଟିଛି ସେ ନେଇ ବଙ୍ଗୋମୁଣ୍ଡା ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

   Related Posts