ରକ୍ତ ଜୁଡୁ ଜୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

Published By : Prameya-News7 Bureau | January 12, 2020 IST

ରାଇରଙ୍ଗପୁର ୧୨।୦୧: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ଥାନା ମଣଦା କେଲାନୀରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଭୋସ୍ଲା ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":210226,"sizeSlug":"large"}

ସୂଚନାଯୋଗ୍ୟ ଯେ,  ବିଶୋଇ ଥାନା ମଣଦା କଲୋନୀ ସାହିରେ ରକ୍ତ ଜୁଡ଼ୁ ବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ପଡିଥିବାର ଦେଖି ଲୋକ ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି । ଘଟଣାରେ ଅଧିକ ତଦନ୍ତ ପାଇଁ ବାରିପଦାରୁ ଏକ ସାଇଣ୍ଟିଫିକ ଟିମ୍‌କୁ ଡକାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.