ମେଡିକାଲ କଲୋନୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ
29/11/2019 at 9:44 AM

ରେମୁଣା ୨୯।୧୧: ବାଲେଶ୍ବ ଜିଲ୍ଲା ରେମୁଣା ମେଡିକାଲ କଲୋନୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

ସୂଚନାଯୋଗ୍ୟ ଯେ, ରେମୁଣା ମେଡିକାଲ କଲୋନୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦେବେନ୍ଦ୍ର ସାମଲ ବୋଲି ଜଣାପଡିଛି । ହତ୍ୟା କି ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଜାରି ରଖିଛି ।
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021