ଘର ଭିତରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
18/12/2019 at 10:05 AM

ବାଲେଶ୍ବର ୧୮।୧୨: ଯୁବକଙ୍କୁ ନିର୍ମମ ହତ୍ୟା । ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଗୁଡିସାହିର ଏକ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ବୃଢା ମାରାଣ୍ଡି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସହଦେବଖୁଣ୍ଟା ଥାନା ଗୁଡିସାହିରେ ଏକ ଘର ଭିତରୁ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ଏକ ବ୍ୟାଙ୍କରେ ଜଗୁଆଳୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ବୃଢା ମାରାଣ୍ଡିକୁ କିଏ ଓ କାହିଁକି ହତ୍ୟା କଲା, ତାହାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।
Related Posts
ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
11 April 2021