ପଡିଆରୁ ଜଣଙ୍କର ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
15/07/2019 at 2:07 PM

ଗଞ୍ଜାମ ୧୫/୭: ଖଜୁରିଆ ନିକଟସ୍ଥ ପଡିଆରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ନିଆଁରେ ପୋଡି ହତ୍ୟା ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଗୋସାଣିନୂଆଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି।