ଶ୍ମଶାନ ନିକଟରୁ ଯୁବକଙ୍କ ମୃତଦେହ ଠାବ

Published By : Prameya-News7 Bureau | September 03, 2019 IST

ଢେଙ୍କାନାଳ  ୩/୯: ଢେଙ୍କାନାଳ ଜିଲ୍ଲା ଭୁବନ ବୃଦ୍ଧେଶ୍ବର ମନ୍ଦିର ପାଖ ଶ୍ମଶାନ ନିକଟରେ ଜଣେ ଯୁବକର ମୃତ ଶରୀର ଠାବ ହୋଇଛି। ମୃତ ଜଣକ ଭୁବନ ଏନଏସିର ଲତାବିଲସ୍ଥିତ ବ୍ରଜ ପତିଙ୍କ ସାନ ପୁଅ ଜ୍ଞାନ ରଂଜନ ୪୦ ବର୍ଷ ବୋଲି ଜଣାପଡିଛି ।

{"id":152386}

ଆଜି ସକାଳେ ଲୋକମାନେ ଦେଖି ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ଏ ସମ୍ପର୍କରେ ଭୁବନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.