ରେଲୱେ ଲାଇନ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | June 02, 2019 IST

ଅନୁଗୁଳ  ୨/୬: ଅନୁଗୁଳ ଚଣ୍ଡୀବଜାର ନିକଟସ୍ଥ ରେଲୱେ ଲାଇନ କଡରୁ ମୃତଦେହ ଉଦ୍ଧାର ହୋଇଛି। ମୃତକର ପରିଚୟ ମିଳିପାରିନାହିଁ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଏଯାଏଁ ପହଞ୍ଚି ନାହିଁ ପୋଲିସ।

ସେହି ସ୍ଥାନରେ ଲଗାତାର ୧୫ ଦିନ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ନିକଟରେ ଏଠାରେ ଦୁଇଯୋଡ଼ା ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.