ରେଳ ଲାଇନ୍ କଡରୁ ଉଦ୍ଧାର ମୃତ ଯୁବତୀଙ୍କ ମିଳିଲା ପରିଚୟ : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | November 10, 2019 IST

ଜଗତସିଂହପୁର ୧୦।୧୧:  ଜଗତସିଂହପୁର  ଜିଲ୍ଲା ତିର୍ତ୍ତୋଲ ଥାନା ବନ୍ଧବାଟି ଲେଭଲ କ୍ରସିଂ ନିକଟରୁ ଉଦ୍ଧାର ହୋଇଥିବା ମୃତ ଯୁବତୀଙ୍କର ପରିଚୟ ମିଳିଛି । ମୃତ ଯୁବତୀ ଜଣକ ହେଉଛନ୍ତି  ପାରାଦୀପ ଚୁନବେଲାରୀ ଗାଁର ଶୁଭଲକ୍ଷ୍ମୀ ଓଝା । ଶୁଭଲକ୍ଷ୍ମୀ ଜଗତପୁରରେ ଡିପ୍ଲୋମା କରୁଥିଲେ ।  ପରିବାର ଲୋକେ ତାଙ୍କ ଝିଅଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି

{"id":181852}

ଯୁବତୀଙ୍କୁ କିଏ ଓ କଣ ପାଇଁ ହତ୍ୟା କରିଛି , ତାହାର ସବିଶେଷ ତଦନ୍ତ ପରେ ଜଣାପଡିବ । ପୋଲିସ ଛାନଭିନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.