ନାଳ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର- ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ
6/01/2020 at 8:56 AM

ଢେଙ୍କାନାଳ ୦୬।୦୧ – ଢେଙ୍କାନାଳ ଦକ୍ଷିଣ କାଳୀ ମନ୍ଦିର ସମ୍ମୁଖରୁ ଅଜଣା ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏକ ନାଳ ନିକଟରେ ଏହି ଯୁବକଙ୍କର ମୃତ ଦେହ ପଡିଥିଲା ।
ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସଡକ ଦୁର୍ଘଟଣାରେ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021