ବଣେଇ ଜଙ୍ଗଲ ନାଳରୁ ଜଣକର ମୃତଦେହ ଉଦ୍ଧାର
22/08/2018 at 1:51 AM

ବଣେଇ ଜଙ୍ଗଲ ନାଳରୁ ଜଣକର ମୃତଦେହ ଉଦ୍ଧାର ହୋଇଛି | ମୃତକ ହେଉଛନ୍ତି ଆମ୍ବୁରୁଡି ଗାଁର ରୟତ ମୁଣ୍ଡା | ମୃତକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି | ତାଙ୍କୁ କିଏ ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |