Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗାଁ ପୋଖରୀରେ ଭାସୁଛି ସଦ୍ୟଜାତ ଶିଶୁର ମୃତଦେହ, ଭୃଣ ହତ୍ୟା ସନ୍ଦେହ

25/10/2019 at 6:12 PM

ଢେଙ୍କାନାଳ ୨୫|୧୦: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ତାରିଣୀ ବନ୍ଧରେ ଭାସୁଥିବାର ଦେଖିବାକୁ ମିଳିଛି ଏକ ଶିଶୁର ମୃତ ଦେହ । ଏହି ଶିଶୁଟି ଏକ କନ୍ୟା ଭୃଣ ବୋଲି ଅନୁମାନ କରାଯାଇଛି । ଆଜି ଦିନ ୩ ଟା ସମୟରେ ଜୈନେକ ଯୁବକ ଶୌଚ କରିବାକୁ ଯାଇଥିବା ବେଳେ ଏହା ଦେଖିବାକୁ ପାଇଥିଲେ । ବର୍ତ୍ତମାନ ସମାଜରେ କନ୍ୟା ସନ୍ତାନକୁ ଜନ୍ମ ଦେବା ଏକ ପାପ ବୋଲି ବିଚାର କରୁଥିବା ବାପମାନଙ୍କୁ କଡା ଭାଷାରେ ନିନ୍ଦା କରାଯାଉଛି ।

   Related Posts