ଗାଁ ପୋଖରୀରେ ଭାସୁଛି ସଦ୍ୟଜାତ ଶିଶୁର ମୃତଦେହ, ଭୃଣ ହତ୍ୟା ସନ୍ଦେହ
25/10/2019 at 6:12 PM

ଢେଙ୍କାନାଳ ୨୫|୧୦: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନଳ ଗ୍ରାମ ତାରିଣୀ ବନ୍ଧରେ ଭାସୁଥିବାର ଦେଖିବାକୁ ମିଳିଛି ଏକ ଶିଶୁର ମୃତ ଦେହ । ଏହି ଶିଶୁଟି ଏକ କନ୍ୟା ଭୃଣ ବୋଲି ଅନୁମାନ କରାଯାଇଛି । ଆଜି ଦିନ ୩ ଟା ସମୟରେ ଜୈନେକ ଯୁବକ ଶୌଚ କରିବାକୁ ଯାଇଥିବା ବେଳେ ଏହା ଦେଖିବାକୁ ପାଇଥିଲେ । ବର୍ତ୍ତମାନ ସମାଜରେ କନ୍ୟା ସନ୍ତାନକୁ ଜନ୍ମ ଦେବା ଏକ ପାପ ବୋଲି ବିଚାର କରୁଥିବା ବାପମାନଙ୍କୁ କଡା ଭାଷାରେ ନିନ୍ଦା କରାଯାଉଛି ।
Related Posts
ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ
15 April 2021
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021