Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||
  • ଭୁବନେଶ୍ୱର : ୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି
  • ||

ପୁଣି ଚର୍ଚ୍ଚାରେ ବୁର୍ଲା ମେଡିକାଲ : ୧୦ ଘଣ୍ଟାରୁ ଅଧିକ ହେବ ପଡ଼ିରହିଛି ଏଚଆଇଭି ରୋଗୀଙ୍କ ମୃତଦେହ

3/11/2019 at 5:55 PM

ସମ୍ବଲପୁର ୩।୧୧: ବୁର୍ଲା ମେଡିକାଲରେ ପ୍ରାଣ ହରାଇଲେ ଜଣେ ଏଚଆଇଭ୍ ରୋଗୀ । ତେବେ ମୃତ ଦେହ ୧୦ ଘଣ୍ଟାରୁ ଅଧିକ ସମୟ ହେବ ପଡ଼ି ରହିଛି । ଆଉ ଡାକ୍ତରଖାନା କର୍ତ୍ତୃପକ୍ଷ, ମୃତଦେହ ନେବା ଦାୟୀତ୍ବ ପୋଲିସ୍ ର ବୋଲି କହୁଥିବା ବେଳେ, ପୋଲିସ୍  କହୁଛି ଚିକିତ୍ସାଧିନ ଅବସ୍ଥାରେ ରୋଗୀର ମୃତ୍ୟୁ ହୋଇଛି, ତେଣୁ ସେଥିରେ ଆମର କିଛି କରିବାର ନାହିଁ । ୧୦ଘଣ୍ଟାରୁ ଅଧିକ ସମୟ ଖଟିଆ ଉପରେ ମୃତଦେହ ପଡିରହିଥିବାରୁ,ତାହା ଦୁର୍ଗନ୍ଧ ବି ହେଲାଣି ।  ଯାହାକି ଅନ୍ୟ ରୋଗୀ ଓ ସେମାନଙ୍କ ସଂପର୍କୀୟ ମାନଙ୍କୁ ଅସହ୍ୟ ହେଲାଣି ।

   Related Posts