Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା କଲା ପର, ଆସିଲେନି ଜାତିଭାଇ, ବାପାଙ୍କ ଶବକୁ ଦୁଇ ପୁଅ ସ୍କୁଟିରେ ଲଦି ନେଇ କଲେ ଶେଷକୃତ୍ୟ

29/04/2021 at 11:01 PM

ବେଲପଡା, ୨୯/୦୪: କରୋନା କଲା ପର । ଜୀବନ ଚାଲି ଯାଇଥିବା ବେଳେ ଆସିଲେନି ଜାତିଭାଇ । ଏପରି ଏକ ହୃଦୟ ବିଦାରକ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡାରେ ଦେଖିବାକୁ ମିଳିଛି ।

ବେଲପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ଗାଁର ଉର୍ଦ୍ଧବ ବେହେରା (୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ସେ ଗତ ୫ ଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌ କ୍ୱରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନ ୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା  । ହେଲେ ଶ୍ରୀ ବେହେରାଙ୍କ କରୋନାରେ ମୃତ୍ୟୁ ହେଲା ବୋଲି ଜାତିଭାଇ କିମ୍ବା ତାଙ୍କ ସମ୍ପର୍କୀୟ ପାଖକୁ ଆସିଲେନି । ଶେଷରେ ତାଙ୍କର ଦୁଇପୁଅ ପିପିଇ କିଟ୍ ପିନ୍ଧି ବାପାଙ୍କ ଶବକୁ ଏକ ସ୍କୁଟିରେ ଲଦି ଗାଁ ମୁଣ୍ଡକୁ ଯାଇ ସେଠାରେ ଏକ ଜେସିବିରେ ଗାତଖୋଳି ମୃତଦେହକୁ ପୋତିଥିଲେ  ।

   Related Posts