Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବାଲିଯାତ୍ରା ପଡ଼ିଆରୁ ମିଳିଲା ନବଜାତକର ମୃତଦେହ, ମୃତ ଅବସ୍ଥାରେ କେହି ପୋତି ଦେଇଥିବା ସନ୍ଦେହ

26/09/2021 at 4:45 PM

ବାରଙ୍ଗ, ୨୬/୦୯: ସ୍ଲଗ ଭୁବନେଶ୍ବର ଉପକଣ୍ଠ ବରିମୁଣ୍ଡ ଗାଁ ନିକଟସ୍ଥ କୁଆଖାଇ ନଦୀ ପଠାରୁ ଏକ ନବଜାତକ ଶିଶୁର  ମୃତ ଦେହ  ଉଦ୍ଧାର । ଭୁବନେଶ୍ବର ବାଲିଯାତ୍ରା ପଡିଆରେ କେହି ୪ ରୁ ୫ ଦିନର ଶିଶୁକୁ ମୃତ ଅବସ୍ଥାରେ ପୋତି ଦେଇଥିବା ମଂଚେଶ୍ବର ପୋଲିସ୍ ସନ୍ଦେହ କରୁଛି ।

ମୃତ ଶିଶୁ ଏକ ହଗିସ୍ ପିନ୍ଧିଥିବା ଜଣାପଡିଛି । ମୃତ ଶିଶୁର ଲିଙ୍ଗ ନିରୂପଣ ହୋଇ ନାହିଁ । ଆଜି ସକାଳେ ଲୋକେ ନଦୀକୁ ଗାଧୋଇବାକୁ ଯିବା ବେଳେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ଶରୀରକୁ ଉଦ୍ଧାର କରିଛି ।

   Related Posts