Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶିକ୍ଷକଙ୍କ ଗଳିତ ଶବ ଉଦ୍ଧାର କଲା ପୋଲିସ୍‌

4/12/2019 at 4:02 PM

ହିମାଚଳ ପ୍ରଦେଶ୪/୧୨: ସରକାରୀ ସ୍କୁଲର ଶିକ୍ଷକଙ୍କ ଗଳିତ ଶବକୁ ପୋଲିସ ଉଦ୍ଧାର କରିଛି। ମୃତ ଶିକ୍ଷକ ହେଉଛନ୍ତି ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ବାସିନ୍ଦା ବିପିନ କୁମାର। ପ୍ରାଥମିକ ସୂଚନା ଅନୁସାରେ ମୃତ ବିପିନ କୁମାରଙ୍କ ମୃତ୍ୟୁ ପୂର୍ବରୁ ସେ ମଦ ପିଇଥିଲେ।

ପୋଲିସର ସୂଚନା ଅନୁସାରେ ବିପିନ ମଦ ପିଇବା ପରେ ନାଳରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ରାଜକୀୟ ବରିଷ୍ଠ ପ୍ରାଥମିକ ସ୍କୁଲରେ ବିପିନ ଚାକିରି କରିଥିଲେ। ନାଳରେ ଶିକ୍ଷକଙ୍କ ଶବ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ଶବ ପଠାଇ ଦେଇଥିଲା।

   Related Posts