Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

୧୮ଘଣ୍ଟା ଧରି ପଡିରହିଛି ଶବ : ଜମିବାଡି ବିବାଦ ଯୋଗୁଁ ହୋଇପାରୁନି ଶବ ଦାହ

1/11/2019 at 11:08 AM

ନିଶ୍ଚିନ୍ତକୋଇଲି ୧।୧୧: ଦୀର୍ଘ ୧୮ ଘଣ୍ଟା ଧରି ପଡିରହିଛି ଶବ । ଜମିବାଡି ବିବାଦ ଯୋଗୁଁ ହୋଇପାରୁନି ଶବ ଦାହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କେଣ୍ଟାଳ ଲେଙ୍କାସାହିରେ ୧୮ ଘଣ୍ଟା ହେଲା ପଡି ରହିଛି ମୃତଦେହ । ଜମିବାଡି ବିବାଦ ଯୋଗୁଁ ଶବଦାହ ହୋଇପାରୁନି । ମୃତକ ହେଲେ କଣ୍ଡୁରୀ ଚରଣ ନାୟକ । ଜମିବାଡି ବିବାଦ ଥିବାରୁ ଶବ ସତ୍କାରରେ ସାହାଯ୍ୟ କରୁନାହାନ୍ତି ସାହି ଲୋକେ । ତେଣୁ ପରିବାର ଲୋକେ ଶବଦାହ କରିବାରେ ଅସୁବିଧା ଉପୁଜୁଛି । ଗତକାଲି ଅପରାହ୍ନରେ କଣ୍ଡୁରୀଙ୍କ ମୃତ୍ୟୁ ହୋଇଥିଲା ।

   Related Posts