ବ୍ରହ୍ମପୁରରେ ମଦ ଦୋକାନ ସେଲ୍ସମ୍ୟାନଙ୍କୁ ହତ୍ୟା

Published By : Prameya-News7 Bureau | October 04, 2018 IST

ଗଞ୍ଜାମ ୪|୧୦: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ମଦ ଦୋକାନ ସେଲ୍‌ସମ୍ୟାନଙ୍କୁ ହତ୍ୟା କରାଯାଇଛି । ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ବିଜୟ କୁମାର ଡାକୁଆ । ଗାଁର ଠାକୁରାଣୀ ମନ୍ଦିର ନିକଟରେ ପଡିଛି ମୃତଦେହ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ପୋଲିସର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.