ଗାଁ ନିକଟ ପାହାଡରୁ ମିଳିଲା ମୃତଦେହ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା !

Published By : Prameya-News7 Bureau | January 11, 2020 IST

କଳାହାଣ୍ଡି ୧୧।୧: ଛତିଶଗଡ ସୀମାନ୍ତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଦେଭୋଗ ଥାନା ଟର୍ଲୀଗୁଡା ଗାଁ ପାହାଡ ନିକଟରୁ ମୃତଦେହ ଉଦ୍ଧାର କରିଛି ଦେଭୋଗ ପୋଲିସ । ମୃତକ ଧର୍ମଗଡ ଥାନା ଲଛିପୁରର ତପନ ସୁନାନୀ । ତାଙ୍କ ବୟସ ୫୮ ବର୍ଷ ।

{"id":209674,"sizeSlug":"large"}

ତପନଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଛତିଶଗଡ ଦେଭୋଗ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସତ୍ୟନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଅଧିକାରୀ ସତ୍ୟନ୍ଦ୍ର ସିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.