ଗଛରେ ଝୁଲୁଛି ଅଚିହ୍ନା ଯୁବକଙ୍କ ମୃତଦେହ
19/12/2019 at 4:17 PM

ସୋର ୧୯।୧୨: ଗଛରେ ଝୁଲୁଛି ଅଚିହ୍ନା ଶବ । ସୋର ଥାନା ସବିରା ନୂଆଣିଆଛନ୍ଧାରେ ଜଣେ ଅଚିହ୍ନା ଯୁବକ ଶବ ଲିମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଗଛରେ ଶବ ଝୁଲୁଥିବା ଦେଖୁ ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ଲୋକ । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।
Related Posts
ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ
26 February 2021
୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
26 February 2021