Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାହାଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

13/09/2019 at 9:23 AM

ଜି.ଉଦୟଗିରି ୧୩।୯: ପାହାଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଜି.ଉଦୟଗିରି ସାରଙ୍ଗଗଡ ଥାନାର ଜଲାଙ୍ଗିଆ ପାହାଡରୁ ମିଳିଲା ମୃତଦେହ । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ହତ୍ୟା ପରେ ପାହାଡ ଉପରେ ଫୋପାଡି ଦେଇଥିବା ସନ୍ଦେହ ।

ଘଟଣାସ୍ଥଳରେ ସାରଙ୍ଗଗଡ ପୋଲିସର ତଦନ୍ତ । ଆଜି ସକାଳୁ ଗୁଟିଙ୍ଗିଆ ଗାଁ ଲୋକେ ପାହାଡକୁ ଯାଇଥିବାବେଳେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

   Related Posts