ବ୍ରାହ୍ମଣୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ
13/12/2019 at 4:30 PM

ଯାଜପୁର ୧୩।୧୨: ବ୍ରାହ୍ମଣୀ ନଦୀରେ ଯୁବକଙ୍କ ମୃତଦେହ ଭାସୁଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଯାଜପୁର ରାମଚନ୍ଦ୍ରପୁର ସେତୁ ନିକଟରେ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟଲୋକ । ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ । ତେବେ ଯୁବକଙ୍କ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।
Related Posts
IPL ବେଟିଂ କରୁଥିବା ବୁକି ଗିରଫ : ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍
26 February 2021
ତନ୍ତ ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାରକୁ ବୁଣାକାରଙ୍କ ବିରୋଧ
26 February 2021