ଜଗତପୁରରେ ଯୁବକର ଝୁଲନ୍ତା ଶବ ଉଦ୍ଧାର

Published By : Prameya-News7 Bureau | November 11, 2018 IST

କଟକ ୧୧/୧୧: କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳ ବରଗୋଡ଼ିଆ କେନାଲ ଲକ୍ ପାଖରେ ଯୁବକର ଗଛରେ  ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ବରଗୋଡିଆ ଗାଁର ମିଲା ସ୍ବାଇଁ।  ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିନାହିଁ। ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଂଚି ଶବକୁ ଜବତକରିବା ସହ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ ମିଲା ସ୍ବାଇଁ ଙ୍କ ବାପାଙ୍କ ମୃତ୍ୟୁର ଶୁଦ୍ଧିକର୍ମ  ସରିନଥିବାବେଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.