ନାଳ ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଠାବ

Published By : Prameya-News7 Bureau | June 23, 2019 IST

ଗଞ୍ଜାମ ୨୩/୬: ସାନଖେମୁଣ୍ଡିରେ ନାଳ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ପାଟପୁର ଥାନା ଢ଼ିମୀରାପଲ୍ଲୀ- ସୁବର୍ଣ୍ଣପୁର ରାସ୍ତା ମଧ୍ୟରେ ଥିବା ବାରଘରିଆ ନାଳ ନିକଟରୁ ମିଳିଲା ମୃତଦେହ। ମୃତକ ହେଲେ ପୋଡାମାରିର ବିପିନ ବଡ଼ତ୍ୟା ।

{"id":126076}

ରାତିରେ ଘରକୁ ନଫେରିବାରୁ ବହୁ ଖୋଜାଖୋଜି ପରେ ସକାଳୁ ମୃତ ଦେହ ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ପାଟପୁର ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.