Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଶବକୁ ମିଳିଲାନି ଚାରି କାନ୍ଧ : ବସ୍ତାରେ ବାନ୍ଧି ସାଇକେଲରେ ବୋହି ନେଇ କଲେ ସତ୍କାର

11/09/2019 at 2:38 PM

ଅନୁଗୋଳ ୧୧।୯: ଅନୁଗୋଳ ରେଙ୍ଗାଳି ଫାଟକ କଲୋନୀରେ ଅଭାବନୀୟ । ଚାରି କାନ୍ଧ ନ ମିଳିବାରୁ ଶବକୁ ବସ୍ତାରେ ବାନ୍ଧି ସାଇକେଲରେ ବୋହି ନେଇ ସତ୍କାର କଲେ ସ୍ଥାନୀୟ ଯୁବକ ।

ସୂଚନାଯୋଗ୍ୟ ଯେ, ବାମୁର ଅଞ୍ଚଳର ଗିରିଧାରୀ ଗଣ୍ଡ ନାମକ ଜଣେ ବ୍ୟକ୍ତି ରେଙ୍ଗାଳିର ଫାଟକ କଲୋନୀରେ ରହୁଥିଲେ। ବାର୍ଦ୍ଧକ୍ୟ ପରେ ସ୍ବାଭାବିକ ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ଧରି ଶବ ପଡି ରହିଲା । ତାଙ୍କ ପାଖରେ କେହି ନ ଥିଲେ। ସେ ଏକାକୀ ରହୁଥିଲେ। ପରେ ସ୍ଥାନୀୟ ଯୁବକ ଦୁଇଜଣ ଅଣ୍ଟା ଭିଡ଼ିଲେ। ଆଉ ବସ୍ତାରେ ବାନ୍ଧି ଏକ ସାଇକେଲରେ ନେଇ ଶବ ସତ୍କାର କରିଛନ୍ତି ।

   Related Posts