Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଆସିଲାନି ମହାପ୍ରୟାଣ ଗାଡି, ଖଟିଆରେ ବୁହାହେଲା ମୃତଦେହ

3/07/2019 at 11:59 AM

ବାଲିଗୁଡା ୩|୭:  ପୁଣି ଖଟିଆରେ ବୁହା ହେଲା ମୃତଦେହ । ମହାପ୍ରୟାଣ ଗାଡି ନଆସିବାରୁ କନ୍ଧମାଳ ସାରଙ୍ଗଗଡ ଅଞ୍ଚଳରେ ଖଟିଆରେ ଶବକୁ ୩  କିଲୋମିଟର ବୁହାଇଛନ୍ତି ମୃତକଙ୍କ ପରିବାର । ବଣ୍ଡଗୁଡା ଗାଁର ଦିଲ୍ଲୀପ ଦଳବେହେରାଙ୍କର ସାରଙ୍ଗଗଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଶବ ନେବା ପାଇଁ ପରିବାର ଲୋକ ଓ ମେଡିକାଲ୍ କର୍ତ୍ତୃପକ୍ଷ ମହାପ୍ରୟାଣ ଗାଡ଼ିକୁ ଫୋନ୍ କରିଥିଲେ ମଧ୍ୟ ଗାଡ଼ି ଆସିନଥିଲା । ଏପରିକି ଗାଡ଼ି ଦାୟିତ୍ବରେ ଥିବା ଏନଜିଓ ସଂସ୍ଥାର ମୁଖ୍ୟ ଅର୍ଥ ଦାବି କରିଥିଲେ । ତେଣୁ ବାଧ୍ୟ ହୋଇ ଖଟିଆରେ ଶବକୁ ବୋହି ଗାଁକୁ ନେଇଥିଲେ ପରିବାର ଲୋକ । ତେବେ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

   Related Posts