Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଡିଡିସିଇ ସିନିୟର ଆସିଷ୍ଟାଣ୍ଟ୍‌ ଅଶୋକ କୁମାର ମିଶ୍ର ଗିରଫ

20/12/2020 at 10:04 PM

ଭୁବନେଶ୍ବର୨୦/୧୨: ଗିରଫ ହେଲେ  ବାଣୀବିହାର ଡିଡିସିଇ ସିନିୟର ଆସିଷ୍ଟାଣ୍ଟ୍‌ ଅଶୋକ କୁମାର ମିଶ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଶୋକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଅଶୋକଙ୍କ ୩ଟି ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ଏହା ସହ ଅଶୋକଙ୍କ ୧ କୋଟି ୩୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ।

 ସେହିପରି ପାଣ୍ଡ୍ରାସ୍ଥିତ ୨ ମହଲା ଘର, ପ୍ରଶାନ୍ତ ବିହାର ସରକାରୀ କ୍ବାର୍ଟରରେ ରେଡ୍‌ ହୋଇଥିଲା। ବାଣୀ ବିହାର ଅଫିସ୍‌ ଓ କଳିଙ୍ଗନଗର k4/140 ରେ ମଧ୍ୟ ଚଢ଼ାଉ ହୋଇଥିଲା। ଏହିପରି ୫ଟି ସ୍ଥାନରେ ଭିଜିଲାନ୍ସ  ରେଡ୍ କରିଥିଲା। ଗତକାଲି ମିଳିଥିବା ସୂଚନା ଅନୁସାରେ ଘରେ ଥିବା ୩୦୦ ଗ୍ରାମର ସୁନା ଏବଂ ୧୫୦ ଗ୍ରାମର ରୂପ  ମଧ୍ୟ ଜବତ ହୋଇଥିଲା। ଅଶୋକଙ୍କ ନାଁରେ ଆଉ କେଉଁଠି କେଉଁଠି ଘର ରହିଛି, ଏ​‌ ନେଇ ଭିଜିଲାନ୍ସ ଖୋଳତାଡ଼ କରିବା ପରେ ରବିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

   Related Posts