Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ-୧୯ ଟିକା ପରୀକ୍ଷଣ, ମିଳିଲା ଡିସିଜିଆଇର ଅନୁମତି

16/09/2020 at 12:06 PM

ନୂଆଦିଲ୍ଲୀ ୧୬/୦୯: ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣି ଥରେ ଅକ୍ସଫୋର୍ଡ-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ। ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଅନୁମତି କ୍ରମେ ପୁଣି ଆରମ୍ଭ ହେବ ଏହାର କ୍ଲିନିକାଲ ଟ୍ରାଏଲ। ଦ୍ବିତୀୟ ତଥା ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କୌଣସି ସ୍ବେଚ୍ଛାସେବୀଙ୍କୁ ମନୋନୀତ ନ କରିବା ଆଦେଶକୁ ରଦ୍ଦ କରିଛନ୍ତି। ଟିକା ପରୀକ୍ଷା ସମୟରେ ଅତିରିକ୍ତ ଧ୍ୟାନ ଓ ଅନ୍ୟ ସର୍ତ ରଖିଛି ଡିଜିସିଆଇ। ଏସଆଇଆଇରୁ ଡିଜିସିଆଇ ବିପରୀତ ପରିସ୍ଥିତିକୁ ସାମ୍ନା କରିବା ପାଇଁ ନିୟମ ଅନୁସାରେ ଚିକିତ୍ସା ବାବଦରେ ତଥ୍ୟ ଏକତ୍ର କରିବାକୁ କହିଛି।

ପୂର୍ବରୁ ସେପ୍ଟେମ୍ବର ୧୧ରେ ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ନିର୍ଦେଶ ଦେଇଥିଲା ଯେ କୋଭିଡ୍-୧୯ର ସମ୍ଭାବିତ ଟିକାର ଚିକିତ୍ସା ପ୍ରଣାଳୀ ଉପରେ ରୋକ ଲଗାଯାଉ। କାରଣ ଆଷ୍ଟ୍ରାଜେନେକାର ଅଧ୍ୟୟନରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡିବାରୁ ଅନ୍ୟ ଦେଶରେ ପରୀକ୍ଷା ଉପରେ ରୋକ ଲଗାଯାଇଥିଲା।

 

 

 

   Related Posts