Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଦିନ ମଜୁରିଆ ଲୋକଙ୍କୁ ସହଯୋଗର ହାତ ବଢ଼ାଇଲେ ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି

24/04/2020 at 5:12 PM

ଜଗତସିଂହପୁର୨୪/୪: ଜଗତସିଂହପୁର ଜିଲ୍ଲାରେ ଲକ୍‌ଡାଉନ୍ ଯୋଗୁଁ କାମଧନ୍ଦା ନପାଇ ଦୁଃଖ- ଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଅନେକ ଶ୍ରମିକ ତଥା  ଦିନ ମଜୁରିଆ ଶ୍ରେଣୀର ପରିବାର। ଏହି ଅସୁବିଧା ସମୟରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆ ଯାଉଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ସହାୟତାର ହାତ ବଢ଼େଇ ଆଗକୁ ଆସିଛନ୍ତି । ସେହିମାନଙ୍କ ଭିତରୁ ଜିଲ୍ଲାର ବାଲିକୁଦା ଅଞ୍ଚଳର ସୁପ୍ରିମ କୋର୍ଟ ଆଡଭୋକେଟ ଡ଼ଃ ସୁଶାନ୍ତ କୁମାର କାକୁନଗୋ ଅନ୍ୟତମ । ଶ୍ରୀ କାନୁନଗୋ ନିଜର ରୋଜଗାର ଟଙ୍କାରୁ ବିଭିନ୍ନ ସ୍ଥାନରେ ଥିବା ଅସହାୟ ତଥା ଗରିବ ପରିବାର ମାନଙ୍କୁ ଖାଦ୍ୟ ସାମଗ୍ରୀ ସହିତ ସାବୁନ, ମାସ୍କ, ସାନିଟାଇଜର ଓ ଆର୍ଥିକ ସହାୟତା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ଦୀର୍ଘ ଏକ ମାସ ହେଲା ଜିଲାର ବିଭିନ୍ନ ଗାଁ ଗଣ୍ଡା ବୁଲି ଅସୁବିଧାରେ କାଳ କାଟୁଥିବା ଲୋକ ମାନଙ୍କୁ ସହାୟତାର ହାତ ବଢ଼ାଇ ଚାଲିଛନ୍ତି ।

   Related Posts