Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଭାବନୀୟ ଘଟଣା: ବଜ୍ରପାତରେ ଶାଶୂ ଓ ବୋହୂଙ୍କର ମୃତ୍ୟୁ

କଳାହାଣ୍ଡି ୧୬|୫:ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ଶାଶୁ ଓ ବୋହୁ ବୋଲି ଜଣାପଡିଛି । କୋକସରା  ବ୍ଲକ ବେହେରା ଗାଁରେ ଅଘଟଣ ଏହି ଅଘଟଣ ଘଟିଛି ।

ଶୌଚ ହେବାକୁ ଯାଇଥିବା ବେଳେ ଏହି ଦୁଇ ମହିଳା ବଜ୍ରପାତର ଶିକାର ହୋଇଛନ୍ତି ।  ମୃତକ ଶାଶୂ ଜୟମଣୀ ଗୋପାଳ ଏବଂ ବୋହୁ ଭୁମିସୁତା ଗୋପାଳଙ୍କ ମୃତ୍ୟୁ ହୋଇଛି ।

96 Views

   ସମ୍ବନ୍ଧିତ ଖବର