Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ବେଆଇନ ଲଘୁଖଣିଜ ପରିବହନକୁ ନେଇ ପ୍ରଶାସନର ଚଢ଼ାଉ, ୪ଟି ଟ୍ରକ ଜବତ

28/10/2021 at 6:58 PM

ଚଣ୍ଡିଖୋଲ, ୨୮।୧୦: ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ବାଲିକୁଦା ଓ ବିଭିନ୍ନ ସ୍ଥାନରୁ ବେଆଇନ ଚିପ୍ସ ବୋଝେଇ ଟ୍ରକକୁ ଜବତ କରାଯାଇଛି । ବିଭିନ୍ନ ସ୍ଥାନରୁ ଚପ୍ସ ବୋଝେଇ କରି ଟ୍ରକ ଯାଉଥିବା ବେଳେ, ଦର୍ପଣ ତହସିଲଦାର ଗାଡି ଗୁଡିକୁ ଅଟକ ରଖି କାଗଜ ପତ୍ର ମାଗିଥିଲେ ।

ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନ ପାରିବାରୁ ଟ୍ରକ ଗୁଡିକୁ ବାଲିଚନ୍ଦ୍ରପୁର ପୋଲିସକୁ ହସ୍ତାନ୍ତର କରାଯିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ପ୍ରଶାସନ । ଦୀର୍ଘ ଦିନ ଧରି ବେଆଇନ ଭାବେ ଓଭରଲୋଡିଂ କରି ଗାଡି ଗୁଡିକ ବିଭିନ୍ନ ସ୍ଥାନକୁ ଲଘୁଖଣିଜ ପରିବହନ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ଚଢ଼ାଉ ଜାରି ରହିଛି ।

   Related Posts