ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ, ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | November 24, 2020 IST

ବାଲିଗୁଡା ୨୪।୧୧: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ଅଫିସର ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ସିଂ । ଅଭିଯୋଗକାରୀ ଶିବଶଙ୍କର ପଟ୍ଟନାୟକଙ୍କଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଶିବ ପ୍ରସାଦ ପଟ୍ଟନାୟକଙ୍କଠାରୁ ରିହାବିଲଷ୍ଟେସନରେ ଶିକ୍ଷକ ଚାକିରୀ କରାଇ ଦେବାକୁ ନେଉଥିଲେ ଲାଞ୍ଚ । ଆଜି ପ୍ରାୟ ଦିନ ୧୧ଟା ୩୦ ବେଳେ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ।  ଚିତ୍ତରଞ୍ଜନ ସିଂଙ୍କ ବାଲିଗୁଡା ବାସଭବନରେ ମଧ୍ୟ ଭିଜିଲାନ୍ସ ଛାନଭିନ କରୁଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.