Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ମୁହଁ ଖୋଲିଲେ ଦଙ୍ଗଲ ଗାର୍ଲ ଫାତିମା : ମନୋଜ ବାଜପାୟୀଙ୍କ ସମ୍ପର୍କରେ କଲେ ବଡ଼ ଖୁଲାସା

23/03/2020 at 1:45 PM

ମୁମ୍ବାଇ ୨୩/୩: ‘ଦଙ୍ଗଲ୍’ ଫେମ୍ ଫାତିମା ସାନା ଶେଖ୍ ଏବେ ସାଧାରଣ ଲୋକ ଏବଂ ବାକି ସେଲିବ୍ରିଟି ଭଳି ଘରେ ରହି ସୋସିଆଲ ଡିସଟାନସିଂ ମେଣ୍ଟେନ୍ କରୁଛନ୍ତି। ସେ ଏକ ସାକ୍ଷାତକାରରେ ଲୋକଙ୍କୁ ମଧ୍ୟ କରୋନାରେ ସାବଧାନତା ଅବଲମ୍ବନ କରିବାକୁ ଅପିଲ କରିଛନ୍ତି। ଏହି ସାକ୍ଷାତକାରରେ ସେ ତାଙ୍କ କ୍ୟାରିୟର ବିଷୟରେ ମଧ୍ୟ କଥା ହୋଇଥିଲେ।

ସେ ‘ସୂରଜ ପେ ମଙ୍ଗଲ ଭାରି’ ନାମକ ଏକ ଫ୍ୟାମିଲି କମେଡ଼ି ଡ୍ରାମା ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ମନୋଜ ବାଜପାୟୀ,ସୀମା ପାହଓ୍ବା,ଶ୍ରେୟା ପିଲଗାଓଁକର,ଅନ୍ନୁ କପୁର ଭଳି ଦମଦାର କଳାକାର ଅଛନ୍ତି। ଏମାନଙ୍କ ସହ ହସି ଖେଳି ଫିଲ୍ମର ସୁଟିଂ ସରିଥିଲା। ଏହି ଫିଲ୍ମର ସୁଟିଂ ମୁମ୍ବାଇ ଲକଡାଉନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ହୋଇଥିଲା।

ଫାତିମା କହିଥିଲେ ଯେ ସମସ୍ତେ ଅଭିନୟରେ ଏତେ ଏକ୍ସପର୍ଟ ଯେ ସେଟକୁ ଆସିବା କ୍ଷଣି ଚରିତ୍ରରେ ପ୍ରବେଶ କରୁଥିଲେ। ମନୋଜ ବାଜପାୟୀଙ୍କ ସହ କାମ କରି ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା। ତାଙ୍କ ଜୀବନୀ ଫାତିମାଙ୍କୁ ପସନ୍ଦ ଆସିଥିଲା ଏବଂ ସେ ଏଥିରୁ ଜାଣି ପାରିଥିଲେ ଯେ ଇଣ୍ଡଷ୍ଟ୍ରିରେ ସର୍ଭାଇଭ କରିବା ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି।

   Related Posts