Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଡ୍ୟାନ୍ସ କରୁ କରୁ ବିଗିଡିଲା ଦେଶୀ କ୍ୱିନ୍‌ଙ୍କ ବାଲାନ୍ସ, ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ମଞ୍ଚରେ ପଡ଼ିଗଲେ ଅଭିନେତ୍ରୀ

19/10/2021 at 12:14 PM

ନୂଆଦିଲ୍ଲୀ ୧୯/୧୦: ସପ୍ନା ଚୌଧୁରୀ ତାଙ୍କ ଚମତ୍କାର ନୃତ୍ୟ ପାଇଁ ବେଶ୍ ପ୍ରସିଦ୍ଧ। ଏହି କାରଣରୁ ତାଙ୍କର କୌଣସି ନା କୌଣସି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ସପନାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମଞ୍ଚ ଉପରେ ଖସିପଡିଥିବାର ନଜର ଆସିଛନ୍ତି। ସପନାଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକ ବହୁତ ନିରାଶ ଦେଖାଯାଉଛନ୍ତି।

ସପନାଙ୍କ ଏହି ଥ୍ରୋବ୍ୟାକ୍ ଡ୍ୟାନ୍ସ ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ମଞ୍ଚରେ ନାଚୁଥିବା ନଜର ଆସିଛନ୍ତି। ଭିଡିଓରେ ଦେଖାଯାଇଛି,ସପନାଙ୍କ ପ୍ରଦର୍ଶନ ଭଲରେ ଚାଲିଛି ​​କିନ୍ତୁ ହଠାତ୍ ଏକ ଷ୍ଟେପ୍ କରିବାବେଳେ ତାଙ୍କ ବାଲାନ୍ସ ବିଗିଡି ଯାଇଛି ଏବଂ ସେ ତଳେ ପଡିଯାଇଛନ୍ତି। ହଠାତ୍ ସପନାଙ୍କ ପଡିଯିବା ଦେଖି ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ କିଛି ସେକେଣ୍ଡରେ, ସପନା ପୁରା ଆତ୍ମବିଶ୍ୱାସରେ ଠିଆ ହୋଇ ପୁଣି ନାଚିବା ଆରମ୍ଭ କରିଛନ୍ତି।

ନିକଟରେ ସପନାଙ୍କ ନୂଆ ଗୀତ ‘ପତଲି କମର’ ରିଲିଜ୍ ହୋଇଛି। ଏହା ରିଲିଜ୍ ହେବା ମାତ୍ରେ ଇଣ୍ଟରନେଟରେ ଖୁବ୍ ଧମାଲ କରିଛି। ମାତ୍ର ତିନି ଦିନ ମଧ୍ୟରେ, ଏହି ଗୀତଟି ଲକ୍ଷ ଲକ୍ଷ ଭ୍ୟୁ ପାଇଛି।

   Related Posts